ତରୁଣୀ ଶରଣ ଇତର ମରଣ ହେଉ ବୋଲି ଢଳିଢଳି, ଯୋଗୀଙ୍କି ପ୍ରହାର କରି କାମ କର ରହିଅଛି ଫଳି ଫଳି ତରୁଣୀ ଶରଣ ଇତର ମରଣ ହେଉ ବୋଲି ଢଳିଢଳି, ଯୋଗୀଙ୍କି ପ୍ରହାର କରି କାମ କର ରହିଅଛି ଫଳି ଫଳି
ଆଲିଙ୍ଗନରୁ ତୁମରି ବର୍ଷା ପୁଣି ଓଦା କରେ ତନୁ ବଲ୍ଲରୀକୁ ମାେରି ଆଲିଙ୍ଗନରୁ ତୁମରି ବର୍ଷା ପୁଣି ଓଦା କରେ ତନୁ ବଲ୍ଲରୀକୁ ମାେରି
ଜ୍ୟୋସ୍ଳା ବିଧୌତେ ମୃଦୁ ସମୀରଣେ ଶରଧା ସୁରଭି ଦେଇ ଜ୍ୟୋସ୍ଳା ବିଧୌତେ ମୃଦୁ ସମୀରଣେ ଶରଧା ସୁରଭି ଦେଇ
ବିଧି ଚକ୍ରୀ ଏକାବେଳେ କୁମ୍ଭ ଦ୍ୱୟ କୁତୂହଳେ ଜାତକଲା କେହି ଏକା ଚକୁଁ ରେ? ବିଧି ଚକ୍ରୀ ଏକାବେଳେ କୁମ୍ଭ ଦ୍ୱୟ କୁତୂହଳେ ଜାତକଲା କେହି ଏକା ଚକୁଁ ରେ?
କଞ୍ଜମଞ୍ଜରୀରେ କୁଞ୍ଜରର ହେଲେ କିଛି ଅନୁରାଗ ଥିବ, କଞ୍ଜମଞ୍ଜରୀରେ କୁଞ୍ଜରର ହେଲେ କିଛି ଅନୁରାଗ ଥିବ,
ହୋମ୍ ଡେଲିଭରି ହୋମ୍ ଡେଲିଭରି